ଆଜିର ଖବର ମମତା ସରକାରରେ ଦୁଇଥର ମନ୍ତ୍ରୀ ଥିବା ରାଜୀବ ବାନାର୍ଜୀ ବିଜେପି ଛାଡି କରିପାରନ୍ତି ଘର ବାହୁଡା ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରରେ ଦୁଇଥର ମନ୍ତ୍ରୀ ଥିବା ରାଜୀବ ବାନାର୍ଜୀ ଆଜି ବିଜେପି ଛାଡି ତୃଣମୂଳ କଂଗ୍ରେସକୁ ଫେରିପାରନ୍ତି। ସେ ଟିଏମସି ସାଧାରଣ ସମ୍ପାଦକ…