ଆଞ୍ଚଳିକ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଣପୁର ହବ୍ ରେ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ବାଣପୁର: +୨ ବିଜ୍ଞାନ ବିଭାଗର ପ୍ରଥମ ଦିନର ଓଡ଼ିଆ ଭାଷା ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଅଧ୍ୟକ୍ଷ ତଥା ହବ୍ ପରିଚାଳକ ବିନାୟକ ହୋତାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଯାଇଛି।…