ଅନ୍ତରାଷ୍ଟ୍ରୀୟ ପ୍ରଶଂସକଙ୍କୁ ଦେଖି ଭାବପ୍ରବଣ ହେଲେ ବିରାଟ, ଟିମ୍ ଇଣ୍ଡିଆର ବିଜୟର ଭିଡିଓ ସେୟାର କଲା ଆଇସିସି, ଦେଖନ୍ତୁ ନୂଆଦିଲ୍ଲୀ: ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଭାରତର ବିଜୟର ହିରୋ ଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ଟିମ୍ ଇଣ୍ଡିଆ ପାଇଁ ପ୍ରାୟ ହାରିଯାଇଥିବା ମ୍ୟାଚ୍…