ଆଜିର ଖବର ମହିଳା ଏସିଆ କପ୍ରେ ଟିମ୍ ଇଣ୍ଡିଆର ବିଜୟ ଅଭିଯାନ ଆରମ୍ଭ: ଶ୍ରୀଲଙ୍କାକୁ ଚଟାଇଲା ଧୂଳି ନୂଆଦିଲ୍ଲୀ: ୨୦୨୨ ମହିଳା ଏସିଆ କପରେ ଭାରତୀୟ ମହିଳା ଦଳ ବିଜୟ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ…