ବିଶେଷ ଖବର ଛତିଶଗଡରେ ୨୧ ଟି ସିଟ୍ ପାଇଁ ବିଜେପି ପ୍ରକାଶ କଲା ତାଲିକା, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢିବେ ପୁତୁରା ରାୟପୁର: ଛତିଶଗଡରେ ୨୧ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ବିଜେପି ପ୍ରକାଶ କରିଛି। ଛତିଶଗଡର ଦୁର୍ଗ ଜିଲ୍ଲା ବିଷୟରେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ…