ଆଜିର ଖବର ବିଟ ହାଉସରେ ଚାଲିଛି ଜୁଆ ଆଡ୍ଡା!, ପ୍ରତିବାଦ କରିବାରୁ ସଂପୃକ୍ତ ବନପାଳଙ୍କ ଆକ୍ରମଣ ଅଭିଯୋଗ କୁଜଙ୍ଗ: ଫରେଷ୍ଟ ବିଟ ହାଉସରେ ଜୁଆ ଆଡ୍ଡା ଚାଲିବା ଓ ତାର ପ୍ରତିବାଦ କରିବାରୁ ସଂପୃକ୍ତ ବନପାଳ ମାଡ଼ ମାରିବା ଭଳି ସଙ୍ଗୀନ ଅଭିଯୋଗ ଜଗତସିଂହପୁର ଜିଲ୍ଲା…