ଆଜିର ଖବର ‘ବିଦାୟ’ ଲେଖି ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ୍ କଲେ ଅଦନନ୍ ସାମି: ବିଚଳିତ ହେଲେ ପ୍ରଶଂସକ ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ତଥା କମ୍ପୋଜର ଅଦନନ୍ ସାମି ଆଜି ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ଅଦନନ୍ ସାମି ଇନଷ୍ଟାଗ୍ରାମରେ ଥିବା ସମସ୍ତ ପୋଷ୍ଟକୁ ଡିଲିଟ…