ଅନ୍ତରାଷ୍ଟ୍ରୀୟ କୃଷି ଆନ୍ଦୋଳନକୁ ନେଇ ଉତ୍ତେଜିତ ଟୁଇଟ କରିବା ଅଭିଯୋଗ: ଗ୍ରେଟା ଥନବର୍ଗଙ୍କ ବିରୋଧରେ ଥାନାରେ ମାମଲା ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦେଶର ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ବେଳକୁ ବେଳ ଏହି ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ଦେଶ…