ଆଜିର ଖବର ବିଦ୍ରୋହୀ ନେତାଙ୍କ ବିରୋଧରେ ଏନସିପିର କାର୍ଯ୍ୟାନୁଷ୍ଠାନ: ଅଜିତଙ୍କ ସମେତ ଅନ୍ୟ ନେତା ଦଳରୁ ବହିଷ୍କୃତ ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ପରେ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ…