ଆଜିର ଖବର ବାଣପୁର: ବିଦ୍ୟୁତକାଟ ପ୍ରତିବାଦରେ ଟିପିସିଓଡିଏଲ ଅଫିସ ଘେରାଉ କଲେ ଏକାଧିକ ଗ୍ରାମବାସୀ ବାଣପୁର: ବିଦ୍ୟୁତକାଟ ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଟିପିସିଓଡିଏଲ ଅଫିସ ଘେରାଉ କଲେ ଏକାଧିକ ଗ୍ରାମବାସୀ। ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଅନ୍ତର୍ଗତ ସାନସିରେଇପୁର ଓ ତ୍ରିଲୋଚନପୁର…