ଆଜିର ଖବର ଟିଭି କେବୁଲ୍ ମରାମତି ବେଳେ ଅଘଟଣ, ଦୁଇ କର୍ମଚାରୀଙ୍କ ମୃତ୍ୟୁ ପୁରୀ: ପୁରୀ ସହରର ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଅଘଟଣ। ବିଦ୍ୟୁତ୍ ଆଘାତରେ ଦୁଇ ଜଣ କେବୁଲ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ…