ଜାତୀୟ ଖବର ବିଧାନସଭାରୁ ହଟିଲା କୋଭିଡ କଟକଣା, ଏଣିକି ସ୍ବାଭାବିକ ଭାବେ ଚାଲିବ ଗୃହ ଭୁବନେଶ୍ୱର : ଶେଷରେ ବିଧାନସଭାରୁ କୋଭିଡ଼ କଟକଣାକୁ ହଟାଇ ଦିଆଯାଇଛି। ଫଳରେ ବିଧାୟକ, ମନ୍ତ୍ରୀ, ଷ୍ଟାପମାନେ ଏଣିକି ବିନା ଟେଷ୍ଟରେ ବିଧାନସଭା କାମ କରିପାରିବେ। ସେହିପରି ସ୍ବାଦିକମାନଙ୍କୁ…