ଜାତୀୟ ଖବର ଚଳିତ ବର୍ଷ ପାଞ୍ଚୋଟି ରାଜ୍ୟର ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି କେତେ ଟଙ୍କା ଖର୍ଚ୍ଚ କରିଛି ନୂଆଦିଲ୍ଲୀ: ଚଳିତ ବର୍ଷ ହୋଇଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଯାହା ଖର୍ଚ୍ଚ କରିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। କେବଳ ପଶ୍ଚମବଂଗରେ ଯେତେ ଖର୍ଚ୍ଚ…