ଆଜିର ଖବର ଖବରର ପଡିଲା ସକାରାତ୍ମକ ପ୍ରଭାବ: ବାଣପୁରର ମୁଖ୍ୟ ରାସ୍ତାରୁ ଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡିଲା ପୂର୍ତ୍ତବିଭାଗ ସୀତାରାମ ଅଗ୍ରୱାଲ ବାଣପୁର: ଖବରର ସକାରାତ୍ମକ ପ୍ରଭାବ ପଡିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବିଧାରପୁର ଛକରୁ ବର୍ଷା ଜଳ ନିଷ୍କାସନ ପାଇଁ ପରିଶେଷରେ ପୂର୍ତ୍ତବିଭାଗ…