ଆଞ୍ଚଳିକ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ବଡ ଘୋଷଣା, ମାଟ୍ରିକ ପରୀକ୍ଷାର୍ଥୀ ନେଇପାରିବେ ସ୍ଵତନ୍ତ୍ର କ୍ଳାସ ସୀତାରାମ ଅଗ୍ରୱାଲ ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜରୁରୀ ସୂଚନା ଦେଇଛନ୍ତି। ବାଣପୁର ଅଞ୍ଚଳର ବିଭିନ୍ନ ହାଇସ୍କୁଲରୁ ମାଟ୍ରିକ…