ଆଜିର ଖବର ଚିଲିକାର ନଳବଣରେ ଅଗ୍ନିକାଣ୍ଡ: ବିପଦରେ ଜଳଜୀବ ଚିଲିକା (ସୀତାରାମ ଅଗ୍ରୱାଲ): କାଳୁପଡା ଘାଟ ଜେଟି ନିକଟରେ ନଳ ବଣରେ ଅଗ୍ନିକାଣ୍ଡ ଘଟିଥିବା ଏକ ବଡ ସୂଚନା ମିଳିଛି। ନଳ ବଣରେ ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ଜଳଜୀବଙ୍କ…