ଆଜିର ଖବର ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା କେନ୍ଦୁଝର: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। କେନ୍ଦୁଝର ପାଟଣାରେ ବୈତରଣୀ ନଦୀ ବିପଦ ସଂକେତ ଟପିଥିବା ବେଳେ ଆନନ୍ଦପୁରରେ…