ଆଜିର ଖବର ବିପଦ ସଙ୍କେତ ଉପରେରେ ଯମୁନା, ସୁପ୍ରିମକୋର୍ଟରେ ପହଞ୍ଚିଲା ପାଣି ନୂଆଦିଲ୍ଲୀ: ଯଦିଓ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ଯମୁନା ଜଳ ସ୍ତର ହ୍ରାସ ପାଇଛି, ତଥାପି ଏହା ବିପଦ ସଙ୍କେତଠାରୁ ଅନେକ ମିଟର ଦୂରରେ ରହିଛି।…