ଅପରାଧ ଝାରପଡା ଜେଲରେ ପହଞ୍ଚିଲେ ଅଞ୍ଜନା ମିଶ୍ର: ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ୍ ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ବିବନ ବିଶ୍ୱାଳର ଟିଆଇ ପରେଡ୍ ଆରମ୍ଭ ହେବ। ଜେଏମଏଫସି ସୁଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି…