ଆଜିର ଖବର ବିବାଦୀୟ ଟ୍ଵିଟ କରି ଅଡୁଆରେ ଦିଗବିଜୟ ସିଂ: ଇନ୍ଦୋରରେ ରୁଜୁ ହେଲା ମାମଲା ନୂଆଦିଲ୍ଲୀ: ଇନ୍ଦୋରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ରାଷ୍ଟ୍ରିୟ ସ୍ଵୟଂ ସେବାକ ସଂଗଠନର ଦ୍ୱିତୀୟ ସରସଂଘଚାଳକ ସ୍ଵ. ମାଧବ ଗୋଲୱାଲକରଙ୍କ ବିଷୟରେ…