ଆଜିର ଖବର ଦିଲ୍ଲୀର ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢାଉ: ସମସ୍ତ କର୍ମଚାରୀଙ୍କ ଜବତ କଲା ଫୋନ୍ ନୂଆଦିଲ୍ଲୀ: ଆୟକର ବିଭାଗ ଦିଲ୍ଲୀର ବିବିସି କାର୍ଯ୍ୟାଳୟରେ ଚଢାଉ କରିଥିବା ସୂଚନା ମିଳିଛି। ଏହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଲୋକଙ୍କ ଫୋନ ଜବତ କରାଯାଇଥିବା ଜଣାପଡିଛି। ସୂଚନା…