ଆଜିର ଖବର ଦୁଇ ମାସ ପରେ ଉଡ଼ିଲା ଘରୋଇ ବିମାନ : ଚଳଚଞ୍ଚଳ ଭୁବନେଶ୍ବର ବିମାନ ବନ୍ଦର ନୂଆଦିଲ୍ଲୀ/ଭୁବନେଶ୍ବର: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର…