ଆଜିର ଖବର ବିଜେପିରେ ସାମିଲ ହେଲେ ବିଜେଡି ନେତା ବିମ୍ବାଧର କୁଅଁର ଏବଂ ନିବେଦିତା ନାୟକ ଭୁବନେଶ୍ୱର: ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ବିମ୍ବାଧର କୁଅଁର ଏବଂ ବିଜୁ ମହିଳା…