ବିଶେଷ ଖବର ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା ଭୁବନେଶ୍ବର: ଗତକାଲି କଟକ ଜଗତପୁରରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଯୁବକଙ୍କୁ ଆଜି ସକାଳେ ଠାବ କରାଯାଇଛି। ତାଙ୍କ ନାମ ହେଲା ଉଦିତ ନାରାୟଣ ସାହୁ,…