ଆଜିର ଖବର ବିଲ୍ ପ୍ରଦାନରେ ଜେଇଙ୍କର ମନମୁଖି କାର୍ଯ୍ୟ: ଅଙ୍ଗନଓାଡି କେନ୍ଦ୍ରରେ ପଡିଛି ତାଲା, ଠିକାଦାର ଚାବି ଦେବାକୁ ଅମଙ୍ଗ କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡି କେନ୍ଦ୍ରର କୋଠା କେବେଠୁ ସଂପୂର୍ଣ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ…