ଆଜିର ଖବର ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା ବିଶାଖାପଟଣା: ବିଶାଖାପଟଣା ରେଳ ଷ୍ଟେସନ୍ ଯାତ୍ରୀ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ଐତିହାସିକ ସଫଳତା ହାସଲ କରିଛି। ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଏଆଇ- ଅର୍ଥାତ…