ଆଜିର ଖବର ସରଗରମ ହେଲା ଝାରସୁଗୁଡା ରାଜନୀତି, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ଭୁବନେଶ୍ବର: ଧିରେ ଧିରେ ଝାରସୁଗୁଡା ରାଜନୀତି ସରଗରମ ହେବାରେ ଲାଗିଛି। କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ଏହି ରାଜନୀତି ରାଜ୍ୟପାର ହୋଇଛି। ସ୍ବର୍ଗତ…