ବିଶିଷ୍ଟ ସୁପତି ତଥା ସାଂସଦ

ଭୁବନେଶ୍ବର: ବିଶିଷ୍ଟ ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। କୋଭିଡ଼ରେ ଆକ୍ରାନ୍ତ ହୋଇ ସେ ଗତ ୨୨ ତାରିଖରୁ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ।…