ଜାତୀୟ ଖବର ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ବ ହେନ୍ତାଳ ବନ ଦିବସ ଉପଲକ୍ଷେ ନିଆଗଲା ଭିନ୍ନ ପଦକ୍ଷେପ, କରାଗଲା ସ୍ଥାନ ଚିହ୍ନଟ ଭୁବନେଶ୍ୱର: ହେନ୍ତାଳ ବା ଲୁଣା ଜଙ୍ଗଲ ବାତ୍ୟା ଭଳି ବିପଦରୁ ଉପକୂଳ ଅଞ୍ଚଳରେ ବାସ କରୁଥିବା ଜନସମୁଦାୟକୁ ସୁରକ୍ଷା ଦେଇଥାଏ। କିନ୍ତୁ ହେନ୍ତାଳର ସୁରକ୍ଷାମୂଳକ ଲାଭ କେବଳ…