ଆଜିର ଖବର ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କ ମାଡ଼ ଅଭିଯୋଗ ବାରିପଦା: ୨ ଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମାଡ ମାରିଥିବା ଅଭିଯୋଗ ହୋଇଛି। ୨ ଜଣ ଅଧିକାରୀଙ୍କୁ ଅଫିସ ଡାକି ମାଡ ମାରିଥିବା…