ଆଜିର ଖବର ବଡ଼ଦାଣ୍ଡ ସେବା ଅନୁଷ୍ଠାନ ପକ୍ଷରୁ ବିଶ୍ଵ ରେଡିଓ ଦିବସ ପାଳିତ ପୁରୀ: ରେଡିଓ ସାଧାରଣ ଲୋକ ମାନଙ୍କର ବନ୍ଧୁ। ସୂଚନା, ଶିକ୍ଷା, ମନୋରଞ୍ଜନ ମାଧ୍ୟମରେ ସେ ଶିଶୁ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣାର କରିନିଏ ବୋଲି କହିଛନ୍ତି…