ଆଜିର ଖବର ଶକ୍ତି ବିଭାଗର ୫-‘ଟି’ ସମୀକ୍ଷା: ବିଶ୍ୱକପ ହକି ପାଇଁ ବିଦ୍ୟୁତ ଭିତ୍ତିଭୂମି ଉପରେ ଆଲୋଚନା ଭୁବନେଶ୍ୱର: ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି ବିଜୁଳି ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି। ଉପଭୋକ୍ତାଙ୍କ ପାଖରେ ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇଦେବା ପାଇଁ…