ବିଶ୍ୱ ଆଥଲେଟି

ନୂଆଦିଲ୍ଲୀ: ଆମେରିକାର ୟୁଜିନରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ଇତିହାସ ରଚିଛନ୍ତି। ସେ ୮୮.୧୩ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ…