ବିଶେଷ ଖବର ଜି-୨୦ ଶିଖର ସମ୍ମିଳନୀ: କେଉଁ ବିଶ୍ୱ ନେତା ଯୋଗଦେବେ, କିଏ ଆସିବେ ନାହିଁ ନୂଆଦିଲ୍ଲୀ: ସେପ୍ଟେମ୍ବର ୮ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ। ବିଶ୍ୱର ୨୦ଟି ପ୍ରମୁଖ ଅର୍ଥନୀତି ଗୋଷ୍ଠୀର ନେତାମାନେ ଡିଜିଟାଲ ପରିବର୍ତ୍ତନ, ଜଳବାୟୁ ଅର୍ଥଯୋଗାଣ, ନିରନ୍ତର…