ଜାତୀୟ ଖବର ଆଜିଠାରୁ ଭାରତରେ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ ନୂଆଦିଲ୍ଲୀ: ଆଜିଠାରୁ ଭାରତ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ ଆୟୋଜନ କରିବ। ପ୍ରତିଯୋଗିତା ଗୁରୁବାର ପର୍ଯ୍ୟନ୍ତ ଗ୍ରେଟର ନୋଏଡାର ସହିଦ ବିଜୟ ସିଂହ ପଥିକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ…