ବିଶ୍ୱ ରେଡ଼କ୍ରସ ଦିବସ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖା ପକ୍ଷରୁ ଆଜି ରେଡ଼କ୍ରସର ଦୂରଦର୍ଶୀ ସଂସ୍ଥାପକ ହେନେରୀ ଦୁରାଣ୍ଟଙ୍କ ଜନ୍ମଦିବସ ଅବସରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି।…