ବିଶେଷ ଖବର ଜି-୨୦ ବୈଠକ: ଚୀନ୍, ରୁଷିଆ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ଡ୍ରାଗନ୍ ଉପରେ ଆମେରିକାର ଆକ୍ରମଣ, ମୋର୍ଚ୍ଚା ସମ୍ଭାଳିଲା ଭାରତ ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ କୂଟନୈତିକ କାର୍ଯ୍ୟକ୍ରମ ୧୦୦ ଘଣ୍ଟା ମଧ୍ୟରେ ଶେଷ ହେବାକୁ ଯାଉଛି। ଶେଷ ମୁହୂର୍ତ୍ତରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ଜି-୨୦ ଗ୍ରୁପକୁ ସମ୍ମିଳିତ…