ବିଷାକ୍ତ ଗ୍ୟାସ୍‌

ଭୁବନେଶ୍ବର: ଲକ୍ଷ୍ମୀପୂଜାର ଆନନ୍ଦ ପାଲଟିଗଲା ବିଷାଦର କଳା ଛାୟା। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ସୁଡୁଙ୍ଗ ଗ୍ରାମରେ ଘଟିଯାଇଛି ଏକ ଅତ୍ୟନ୍ତ ହୃଦୟବିଦାରକ…