ଅପରାଧ ବିହାରର ମୁଜାଫରପୁରରେ ବିଷାକ୍ତ ମଦ ପିଇ ଚାରି ଜଣଙ୍କର ପ୍ରାଣହାନୀ!: ଅନ୍ୟ ଚାରି ଗୁରୁତର ପାଟନା: ବିହାରର ମୁଜାଫରପୁରରେ ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଚାରିଜଣ ଗୁରୁତର ହୋଇପଡିଛନ୍ତି। କାଣ୍ଟି ପୋଲିସ୍ ଷ୍ଟେସନ ଅଞ୍ଚଳର ସିରସିୟା…