ଆଞ୍ଚଳିକ ଅର୍ଣ୍ଣବ ବର୍ଷାରେ ଉଜୁଡ଼ିଲା ଚାଷ: ବିଷ ପିଇ ଜୀବନ ହାରିଲେ ଚାଷୀ ଶେରଗଡ଼: ଧାରଉଧାର କରି ନିଜର ଓ ଭାଗ ଜମିରେ ପରିବା ଏବଂ ଧାନ ଚାଷ କରିଥିଲେ। ହେଲେ ‘ଅର୍ଣ୍ଣବ’ ବାତ୍ୟା ଦ୍ୱାରା ହୋଇଥିବା ଅବିଶ୍ରାନ୍ତ ବର୍ଷା ଓ…