ଆଜିର ଖବର Big News: ସୋଲାର ବିସ୍ପୋରଣ କଂପାନୀରେ ବିସ୍ପୋରଣ, ୯ ଜଣ ମୃତ୍ୟୁ ବିସ୍ପୋରଣ: ମହାରାଷ୍ଟ୍ର ନାଗପୁରର ଏକ ସୋଲାର୍ ଏକ୍ସପ୍ଲୋସିଭ୍ କମ୍ପାନୀରେ ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିସହ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।…