ଅପରାଧ ବିଷାକ୍ତ ମଦ ପିଇ ୮ ମୃତ, ୨୫ ଡାକ୍ତରଖାନାରେ ଭର୍ତ୍ତି ପାଟନା: ବିହାରର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ଏଥିସହ ଅନ୍ୟ ୨୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ,…