ଆଜିର ଖବର 15 ହଜାର ଟଙ୍କାରେ ଶିଶୁ କନ୍ୟାକୁ ବିକିଲେ ମାତା-ପିତା ସମ୍ବଲପୁର : ମାତ୍ର 15 ହଜାର ଟଙ୍କା ପାଇଁ ଶିଶୁ କନ୍ୟାକୁ ବିକିଛନ୍ତି ବାପା-ମା’ । ରେଢାଖୋଲ ଅଞ୍ଚଳରେ ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ଆସିଛି ।…