ଆଜିର ଖବର ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣା: ଭୁବନେଶ୍ଵରରୁ ୨ ଅଭିଯୁକ୍ତଙ୍କୁ ଉଠାଇନେଲା ଏନଆଇଏ ଭୁବନେଶ୍ଵର: ବୀରଭୂମି ହିଂସା ଘଟଣାରେ ଆଜି ଭୁବନେଶ୍ଵରରେ ଏନଆଇଏ ଚଢାଉ କରିଛି। ଏହି ଚଢାଉ ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଏନଆଇଏ ହେପାଜତକୁ ନେଇଛି। ବୀରଭୂମି ହିଂସା…