ଅପରାଧ ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କ ଉପରେ ବୋମା ଆକ୍ରମଣ ପରେ ହିଂସାକାଣ୍ଡ: ୧୦ ଜୀବନ୍ତ ଦଗ୍ଧ କୋଲକୋତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ଟିଏମସି ନେତାଙ୍କ ହତ୍ୟା ପରେ ଟିଏମସି କର୍ମୀମାନେ କ୍ରୋଧିତ ହୋଇ ଉକ୍ତ ଅଞ୍ଚଳରେ ହିଂସା କରିଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ…