ଆଜିର ଖବର ସୁନ୍ଦରଗଡ଼ ଜିଲ୍ଲାର ଚାରିଟି ସହରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ: ଘରେ ଘରେ ମିଳୁଛି ବିଶୁଦ୍ଧ ପିଇବା ପାଣି ରାଉରକେଲା: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ତେଣୁ ଗାଁ ଓ ସହରରେ ଲୋକଙ୍କ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପିଇବା…