ଆଜିର ଖବର ଆଜି ବିଘ୍ନହର୍ତ୍ତାଙ୍କୁ ପୂଜା କଲେ ଶାନ୍ତ ହୁଅନ୍ତି ‘ବୁଧ’, ଶୁଭ ହେଲେ କରିଦିଅନ୍ତି ଧନବାନ ଭୁବନେଶ୍ବର: ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ, ଭୋଲେନାଥ ଶିବ ଶମ୍ଭୁଙ୍କୁ ସୋମବାର ଦିନ ପୂଜା କରାଯାଏ। ସେହିପରି ମଙ୍ଗଳବାର ଦିନ ହନୁମାନ ଜୀଙ୍କୁ…