ବିଶେଷ ଖବର ପ୍ରଶ୍ନ ବଦଳରେ ଟଙ୍କା ମାମଲା ବହୁତ ପୁରୁଣା: ମୁଦ୍ଗଲ ଉପରେ କ’ଣ ପଦକ୍ଷେପ ନେଇଥିଲେ ନେହେରୁ? ନୂଆଦିଲ୍ଲୀ: ନିକଟରେ ‘କ୍ୟାସ୍ ଫର୍ କ୍ୱେରି’ ମାମଲାରେ ମହୁଆ ମୋଇତ୍ରା ତାଙ୍କ ସାଂସଦ ପଦବୀ ହରାଇଛନ୍ତି। ଏବେ ସଂସଦର ସଦସ୍ୟତା ପୁନରୁଦ୍ଧାର ପାଇଁ ସେ ସଂଘର୍ଷ କରୁଛନ୍ତି।…