ଆଜିର ଖବର ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଏବଂ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କିତ କର୍ମଶାଳା ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଜୀବନ ଗଠନ ପାଇଁ ବୃତ୍ତିଗତ ପରାମର୍ଶ ଏବଂ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କିତ କର୍ମଶାଳା…