ଆଜିର ଖବର ଖୁସି ଖବର, ୫ ପ୍ରତିଶତ ବୃଦ୍ଧି ହେବ ମହଙ୍ଗା ଭତ୍ତା! ଜୁଲାଇରୁ ବୃଦ୍ଧି ପାଇବ କର୍ମଚାରୀଙ୍କ ଦରମା ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସୁଛି । ଯଦି ଆପଣ ମଧ୍ୟ DA ର ବୃଦ୍ଧିକୁ ଅପେକ୍ଷା କରିଥିବେ, ତେବେ ଏହି…